ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାଠ, ଲୁହାଆଦିରେ ତିଆରି ଜଳରେ ଚାଲୁଥିବା ଯାନ
ଉଦାହରଣ : ପ୍ରାଚୀନ କାଳରେ ନୌକା ଯାତାୟାତର ମୁଖ୍ୟ ସାଧନ ଥିଲା
ସମକକ୍ଷ : ଡଙ୍ଗା, ତରଣୀ, ନଉକା, ନାଆ, ନାବ, ପଢ଼ଉ, ବହିତ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी English
जल में चलने वाली, लकड़ी, लोहे, आदि की बनी सवारी।
A small vessel for travel on water.
ଅର୍ଥ : ବାଷ୍ପରେ ଚାଲୁଥିବା ନୌକା
ଉଦାହରଣ : ବାଷ୍ପଚାଳିତ ନୌକା ଆମକୁ ଗଙ୍ଗା ପାରିକଲା
ସମକକ୍ଷ : ବାଷ୍ପଚାଳିତ ନୌକା, ବାଷ୍ପୀୟ ନୌକା, ବାଷ୍ପୀୟ ପୋତ, ଲଞ୍ଚ, ଷ୍ଟିମର
वह नौका जो वाष्प से चलती हो।
A boat propelled by a steam engine.
ସଂସ୍ଥାପନ କରନ୍ତୁ