ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସ୍ୱଭାବରେ ବା ଆପେ ଆପେ ହେଉଥିବା ବା ଯାହା କୃତ୍ରିମ ନୁହେଁ
ଉଦାହରଣ : ଅନ୍ୟର ଦୁଃଖ ଦେଖି ଦ୍ରବିତ ହେବା ଏକ ସ୍ୱାଭାବିକ ପ୍ରତିକ୍ରିୟା
ସମକକ୍ଷ : ଅକୃତିମ, ପ୍ରାକୃତ, ପ୍ରାକୃତିକ, ସହଜ, ସାଧାରଣ, ସ୍ୱାଭାବିକ
ଅନ୍ୟ ଭାଷାରେ ଅନୁବାଦ :हिन्दी
स्वभाव से या आप-से-आप होनेवाला या जो बनावटी न हो।
ଅର୍ଥ : ଯାହା ପ୍ରକୃତି ସମ୍ବନ୍ଧୀୟ ବା ପ୍ରକୃତିର
ଉଦାହରଣ : ଭୂମିକମ୍ପ ଏକ ପ୍ରାକୃତିକ ଘଟଣା
ସମକକ୍ଷ : ଅକୃତିମ, ପ୍ରାକୃତିକ
जो प्रकृति संबंधी हो या प्रकृति का।
ସଂସ୍ଥାପନ କରନ୍ତୁ