ଅର୍ଥ : ଯେଉଁ ଶାସ୍ତ୍ରରେ ମନୁଷ୍ୟ ସମାଜର ହିତପାଇଁ ଦେଶ, କାଳ, ପାତ୍ର ଅନୁସାରେ ଆଚାର ବ୍ୟବହାର ତଥା ପ୍ରବଂଧ ଓ ଶାସନର ବିଧିବିଧାନ ଲେଖାଯାଇଥାଏ
ଉଦାହରଣ :
ଚନ୍ଦ୍ରଗୁପ୍ତଙ୍କ ଶାସନ କାଳରେ ଚାଣକ୍ୟ ନୀତିଶାସ୍ତ୍ର ଲେଖିଥିଲେ
ସମକକ୍ଷ : ନୀତିଶାସ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
वह शास्त्र जिसमें मनुष्य समाज के हित के लिए देश, काल और पात्र के अनुसार आचार-व्यवहार तथा प्रबंध एवं शासन का विधान हो।
चंद्रगुप्त के शासन काल में चाणक्य ने नीतिशास्त्र लिखा था।