ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ମାଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ମାଣ କରିବା   କ୍ରିୟାପଦ

ଅର୍ଥ : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା

ଉଦାହରଣ : ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି

ସମକକ୍ଷ : କରିବା, ତିଆରି କରିବା, ପ୍ରସ୍ତୁତ କରିବା


ଅନ୍ୟ ଭାଷାରେ ଅନୁବାଦ :

* किसी धातु को आकार देना या उपयुक्त बनाना या सुधारना या उन्नत बनाना।

वह लोहे से कोई विशेष उपकरण बना रहा है।
तैयार करना, बनाना

Shape, form, or improve a material.

Work stone into tools.
Process iron.
Work the metal.
process, work, work on

ଅର୍ଥ : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା

ଉଦାହରଣ : ସେ ମାଟିର ମୂର୍ତ୍ତି ତିଆରି କରୁଛି

ସମକକ୍ଷ : ଆକାର ଦେବା, ଗଢ଼ିବା, ତିଆରି କରିବା, ବନେଇବା, ରୂପ ପ୍ରଦାନ କରିବା, ସର୍ଜନା କରିବା


ଅନ୍ୟ ଭାଷାରେ ଅନୁବାଦ :

काट-छाँटकर या और किसी प्रकार काम की चीज़ बनाना।

वह मिट्टी की मूर्ति गढ़ रहा है।
आकार देना, गढ़ना, बनाना, रूप देना, सरजना, सिरजना, सृजन करना

Create by shaping stone or wood or any other hard material.

Sculpt a swan out of a block of ice.
sculpt, sculpture

ଅର୍ଥ : ଅସ୍ତିତ୍ୱକୁ ଆଣିବା

ଉଦାହରଣ : କୁମ୍ଭାର ମାଠିଆ ଗଢ଼ୁଛି

ସମକକ୍ଷ : ଗଢ଼ିବା, ତିଆରିକରିବା


ଅନ୍ୟ ଭାଷାରେ ଅନୁବାଦ :

अस्तित्व में लाना।

कुम्हार घड़े बनाता है।
उसने सालभर में करोड़ रुपए की कंपनी खड़ी कर ली।
उपराजना, खड़ा करना, तैयार करना, निर्माण करना, निर्माना, बनाना, रचना, विकसित करना

Create or manufacture a man-made product.

We produce more cars than we can sell.
The company has been making toys for two centuries.
create, make, produce

ଅର୍ଥ : ଘର ବା କାନ୍ଥ ଆଦି ତିଆରି କରିବା

ଉଦାହରଣ : ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି

ସମକକ୍ଷ : ଉଠାଇବା, ତିଆରି କରିବା


ଅନ୍ୟ ଭାଷାରେ ଅନୁବାଦ :

मकान या दीवार आदि तैयार करना।

मिस्त्री और मजदूर अभी दीवार उठा रहे हैं।
उँचाना, उचकाना, उठाना, ऊँचा करना, खड़ा करना, तैयार करना, बनाना

Make by combining materials and parts.

This little pig made his house out of straw.
Some eccentric constructed an electric brassiere warmer.
build, construct, make