ଅର୍ଥ : ବାହାରକୁ ବାହାରିଥିବା
ଉଦାହରଣ :
ସୋହନ ଗର୍ତ୍ତରୁ ନିର୍ଗତ ସାପକୁ ମାରିଦେଲା
ସମକକ୍ଷ : ବାହାରିଥିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବାହାରିଥିବା ବା ଫିଙ୍ଗା ଯାଇଥିବା
ଉଦାହରଣ :
ଧନୁରୁ ନିର୍ଗତ ବାଣ ସିଧା ଯାଇ ଲକ୍ଷ୍ୟସ୍ଥଳରେ ବାଜିଲା
ଅନ୍ୟ ଭାଷାରେ ଅନୁବାଦ :