ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିରୀକ୍ଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିରୀକ୍ଷଣ   ବିଶେଷ୍ୟ

ଅର୍ଥ : କୌଣସି କାମ, କଥା କିମ୍ବା ବ୍ୟବହାରକୁ ସୂକ୍ଷ୍ମ ଭାବରେ ଦେଖିବାର କ୍ରିୟା

ଉଦାହରଣ : ସେ କ୍ଷେତର କାମ ନିରୀକ୍ଷଣ କରୁଥିଲା

ସମକକ୍ଷ : ତଦାରଖ, ଦେଖାଚାହାଁ, ପର୍ଯ୍ୟୟବେକ୍ଷଣ


ଅନ୍ୟ ଭାଷାରେ ଅନୁବାଦ :

किसी काम, बात या व्यवहार को बारीक़ी से जाँचने की क्रिया।

वह खेत के काम का निरीक्षण कर रहा था।
अवेक्षण, निरीक्षण, पर्यवेक्षण, मुआइना, मुआयना, मुलाहज़ा, मुलाहजा, मुलाहिज़ा, मुलाहिजा, वीक्षण

Management by overseeing the performance or operation of a person or group.

oversight, superintendence, supervising, supervision

ଅର୍ଥ : ଏହା ଦେଖିବାର କ୍ରିୟା ଯେ ସବୁ ବିଷୟଗୁଡ଼ିକ ଠିକ ଅଛି କି ନାହିଁ

ଉଦାହରଣ : ରାମର ପର୍ଯ୍ୟବେକ୍ଷଣରେ ଏହି କାମ ହେଉଛି

ସମକକ୍ଷ : ଦେଖାଚାହାଁ, ପର୍ଯ୍ୟବେକ୍ଷଣ


ଅନ୍ୟ ଭାଷାରେ ଅନୁବାଦ :

यह देखने की क्रिया कि सब बातें ठीक हैं या नहीं।

यह काम राम की निगरानी में हो रहा है।
अभिगुप्ति, देख-रेख, देखरेख, नजर, नज़र, निगरानी, निगहबानी, निरीक्षण, पर्यवेक्षण, संभार, सम्भार

Attention and management implying responsibility for safety.

He is in the care of a bodyguard.
care, charge, guardianship, tutelage

ଅର୍ଥ : କୌଣସି ବିଶେଷ କାର୍ଯ୍ୟପାଇଁ ବିଶେଷକରି ନିରୀକ୍ଷଣ କରି ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାର କ୍ରିୟା

ଉଦାହରଣ : ପ୍ରଧାନମନ୍ତ୍ରୀ ଭୂକମ୍ପଗ୍ରସ୍ଥ ଅଞ୍ଚଳଗୁଡ଼ିକର ପରିଦର୍ଶନରେ ଯାଇଛନ୍ତି

ସମକକ୍ଷ : ପରିଦର୍ଶନ, ଭ୍ରମଣ


ଅନ୍ୟ ଭାଷାରେ ଅନୁବାଦ :

किसी विशेष कार्य के लिए एक स्थान से दूसरे स्थान तक जाने की क्रिया।

प्रधानमंत्री भूकंप ग्रस्त इलाकों के दौरे पर गए हैं।
दौरा

The act of visiting in an official capacity (as for an inspection).

visit