ଅର୍ଥ : କାମରେ ଲଗେଇବା
ଉଦାହରଣ :
ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା
ସମକକ୍ଷ : କାମ ଦେବା, ଚାକିରି ଦେବା, ନିଯୁକ୍ତ କରିବା, ଭର୍ତ୍ତି କରିବା, ରଖିବା
ଅନ୍ୟ ଭାଷାରେ ଅନୁବାଦ :
काम पर लगाना।
इस काम के लिए उसने सात आदमियों को नियुक्त किया।