ଅର୍ଥ : ହସିକି କାହାର ଦୋଷ ବାହାର କରିବା ବା ତାହାର ନିନ୍ଦା କରିବା
ଉଦାହରଣ :
ରାମୁ ସବୁବେଳେ ଅନ୍ୟମାନଙ୍କୁ ଉପହାସ କରେ
ସମକକ୍ଷ : ଉପହାସ କରିବା, ଦୋଷ ବାହାର କରିବା, ହସି ଉଡ଼ାଇବା
ଅନ୍ୟ ଭାଷାରେ ଅନୁବାଦ :
हँसते हुए किसी को निन्दित ठहराना या उसकी बुराई करना।
रामू हमेशा दूसरों का उपहास करता है।ଅର୍ଥ : ବେଇଜ୍ଜତ କରିବା
ଉଦାହରଣ :
ସେ ତା ଶଳାକୁ ବହୁତ ଗାଳି ଦେଲା
ସମକକ୍ଷ : ଅପମାନ କରିବା, ଗାଳି ଦେବା, ବେଜିତ୍ କରିବା
ଅନ୍ୟ ଭାଷାରେ ଅନୁବାଦ :