ଅର୍ଥ : ଯଦୁବଂଶୀ ବାସୁଦେବଙ୍କ ପୁତ୍ର ଯେ ବିଷ୍ଣୁଙ୍କ ମୁଖ୍ୟ ଅବତାରମାନଙ୍କ ମଧ୍ୟରେ ଜଣେ ଥିଲେ
ଉଦାହରଣ :
ସୂରଦାସ କୃଷ୍ଣଙ୍କ ପରମ ଭକ୍ତ ଥିଲେ କୃଷ୍ଣ ଦ୍ୱାପର ଯୁଗରେ ପ୍ରକଟ ହୋଇଥିଲେ
ସମକକ୍ଷ : କଂସାରୀ, କହ୍ନେଇ, କାହ୍ନା, କୁଞ୍ଜବିହାରୀ, କୃଷ୍ଣ, କୃଷ୍ଣଚନ୍ଦ୍ର, କେଶବ, ଗିରିଧର, ଗିରିଧାରୀ, ଗୋପାଳ, ଗୋପୀନାଥ, ଗୋବିନ୍ଦ, ଘନଶ୍ୟାମ, ଦାମୋଦର, ଦୀନବନ୍ଧୁ, ଦୈତାରୀ, ଦ୍ୱାରିକାଧୀଶ, ନନ୍ଦକିଶୋର, ନନ୍ଦସୂତ, ପୀତବାସ, ବଂଶୀଧର, ବନମାଳୀ, ବାସୁଦେବ, ବିପିନବିହାରୀ, ବ୍ରଜବିହାରୀ, ମଧୁସୂଦନ, ମନମୋହନ, ମାଧବ, ମୂରଲୀଧର, ମୂରଲୀମୋହନ, ମୂରାରୀ, ମୋହନ, ଯୋଗେଶ୍ୱର, ରାଧାନାଥ, ରାଧାମୋହନ, ଶ୍ରୀକୃଷ୍ଣ, ଶ୍ୟାମ, ହରି
ଅନ୍ୟ ଭାଷାରେ ଅନୁବାଦ :
यदुवंशी वसुदेव के पुत्र जो विष्णु के मुख्य अवतारों में से एक हैं।
सूरदास कृष्ण के परम भक्त थे।8th and most important avatar of Vishnu. Incarnated as a handsome young man playing a flute.
krishnaଅର୍ଥ : ଋଗବେଦର ପୁରୁଷ ସୂକ୍ତ ରଚନା କରିଥିବା ଜଣେ ଋଷି
ଉଦାହରଣ :
ଗୋଟିଏ କାହାଣୀ ଅନୁସାରେ ନାରାୟଣ ଋଷି ନିଜ ଊରୁରୁ ଉର୍ବଶୀଙ୍କୁ ଜାତ କରିଥିଲେ
ସମକକ୍ଷ : ନାରାୟଣ ଋଷି
ଅନ୍ୟ ଭାଷାରେ ଅନୁବାଦ :
एक पौराणिक ऋषि जिन्होंने ऋग्वेद के पुरुष सूक्त की रचना की।
एक कथा के अनुसार नारायण ने अपने ऊरु से उर्वशी को उत्पन्न किया था।A mentor in spiritual and philosophical topics who is renowned for profound wisdom.
sageଅର୍ଥ : ହିନ୍ଦୁମାନଙ୍କର ଜଣେ ପ୍ରମୁଖ ଦେବତା ଯାହାଙ୍କୁ ସୃଷ୍ଟିର ପାଳନ କର୍ତ୍ତା ବୋଲି ବିଚାରକରାଯାଏ
ଉଦାହରଣ :
ରାମ ଓ କୃଷ୍ଣ ବିଷ୍ଣୁଙ୍କର ଅବତାର
ସମକକ୍ଷ : କମଳପତି, କମଳାକାନ୍ତ, କମଳେଶ, ଚକ୍ରଧର, ଚକ୍ରପାଣି, ଜଗଦୀଶ, ଜନାର୍ଦନ, ପୁଣ୍ଡରୀକାକ୍ଷ, ବାସୁଦେବ, ବିଷ୍ଣୁ, ମହେନ୍ଦ୍ର, ରମାପତି, ରମେଶ, ଶାରଙ୍ଗପାଣି, ଶ୍ରୀକାନ୍ତ, ଶ୍ରୀନିବାସ, ହରି
ଅନ୍ୟ ଭାଷାରେ ଅନୁବାଦ :
हिन्दुओं के एक प्रमुख देवता जो सृष्टि का पालन करने वाले माने जाते हैं।
राम और कृष्ण विष्णु के ही अवतार हैं।The sustainer. A Hindu divinity worshipped as the preserver of worlds.
vishnu