ଅର୍ଥ : ଲମ୍ବା ଶିଙ୍ଗଥିବା ଏକ ପ୍ରକାର ମଇଁଷି
ଉଦାହରଣ :
ନାଗପୁରୀ ମଇଁଷି ଦିନକୁ ପ୍ରାୟ ପାଞ୍ଚରୁ ସାତ ଲିଟର ପର୍ଯ୍ୟନ୍ତ କ୍ଷୀର ଦିଏ
ସମକକ୍ଷ : ନାଗପୁରୀ ମଇଁଷି
ଅନ୍ୟ ଭାଷାରେ ଅନୁବାଦ :
एक प्रकार की भैंस जिसके सींग लंबे होते हैं।
नागपुरी एक दिन में लगभग पाँच से सात किलो तक दूध देती है।