ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନା   ବିଶେଷଣ

ଅର୍ଥ : (ପରିମାଣବାଚକ) ସଂପୂର୍ଣ୍ଣ ଭାବେ ଅଭାବ ବା ଶୂନ୍ୟ ମାତ୍ରାର ବୋଧକ ଯାହା ସମୂହସୂଚକ ବା ବହୁବଚନ ଗଣନୀୟ ସଂଜ୍ଞା ସହିତ ଯୁକ୍ତ ହୋଇଥାଏ

ଉଦାହରଣ : ଆମ ପାଖରେ ଟଙ୍କା ନାହିଁ କି ଘର ନାହିଁ

ସମକକ୍ଷ : ନାହିଁ, ନୁହେଁ


ଅନ୍ୟ ଭାଷାରେ ଅନୁବାଦ :

* (परिमाणवाचक) पूरा या पूरी तरह से अभाव या शून्य मात्रा का बोधक जो समूहसूचक या बहुवचनीय गणनीय संज्ञाओं के साथ प्रयुक्त होता है।

हमारे पास एक भी पैसा नहीं है।
एक भी नहीं