ଅର୍ଥ : ପକ୍ଷ ଓ ଚଞ୍ଚୁ ଥିବା ଦୁଇପଦ ବିଶିଷ୍ଟ ପକ୍ଷୀ ଯାହାର ଉତ୍ପତ୍ତି ଅଣ୍ଡାରୁ ହୋଇଥାଏ ଓ ଯିଏ ଗରମରକ୍ତ ବିଶିଷ୍ଟ
ଉଦାହରଣ :
ହ୍ରଦ କୂଳରେ ରଙ୍ଗ ବେରଙ୍ଗର ପକ୍ଷୀ ବସିଛନ୍ତି
ସମକକ୍ଷ : ଆକାଶଚାରୀ, ଖଗ, ଚଢ଼େଇ, ପକ୍ଷୀ, ବିହଗ, ବିହଙ୍ଗ, ବିହଙ୍ଗମ
ଅନ୍ୟ ଭାଷାରେ ଅନୁବାଦ :
पंख और चोंच वाला द्विपद जिसकी उत्पत्ति अंडे से होती है और जो नियततापी होता है।
झील के किनारे रंग-बिरंगे पक्षी बैठे हैं।Warm-blooded egg-laying vertebrates characterized by feathers and forelimbs modified as wings.
bird