ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା କିଛି ଦିନ ପୂର୍ବେ ତିଆରି ହୋଇଛି, ବାହାରିଛି ବା ପ୍ରସ୍ତୁତ ହୋଇଛି
ଉଦାହରଣ : ବୈଜ୍ଞାନିକ କ୍ଷେତ୍ରରେ ରୋବୋଟ୍ର ନିର୍ମାଣ ନୂଆ
ସମକକ୍ଷ : ଅଭିନବ, ନବୀନ, ନୂଆ, ନୂତନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसे बने, निकले या प्रस्तुत हुए थोड़े ही दिन हुए हों।
Original and of a kind not seen before.
ଅର୍ଥ : ଆଠ ଏବଂ ଏକ
ଉଦାହରଣ : ଏହି କଲମର ଦାମ ନଅ ଟଙ୍କା
ସମକକ୍ଷ : 9, ନ, ନଅ, ୯
आठ और एक।
Denoting a quantity consisting of one more than eight and one less than ten.
ସଂସ୍ଥାପନ କରନ୍ତୁ