ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁର ଜ୍ୱଳନରୁ ବାହାରୁଥିବା କଳା ଧୂଆଁ
ଉଦାହରଣ : କଞ୍ଚା କାଠ ଜଳେଇଲେ ଅଧିକ ଧୂଆଁ ବାହାରେ
ସମକକ୍ଷ : ଧୂଆଁ, ଧୂମ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी वस्तु के जलने से निकलने वाली काली भाप।
A hot vapor containing fine particles of carbon being produced by combustion.
ଅର୍ଥ : ଜଣେ ଋଷି
ଉଦାହରଣ : ପୁରାଣମାନଙ୍କରେ ଧୂମ ଋଷିଙ୍କ ବର୍ଣ୍ଣନା ମିଳେ
ସମକକ୍ଷ : ଧୂମ ଋଷି
एक ऋषि।
A mentor in spiritual and philosophical topics who is renowned for profound wisdom.
ସଂସ୍ଥାପନ କରନ୍ତୁ