ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନିଶା ହେବାଲାଗି ତମାଖୁ,ସୁରତୀ ଆଦିକୁ ଜଳାଇକରି ଏହାକୁ ବାରମ୍ବାର ପାଟିରେ ଟାଣିକରି ଧୁଆଁ ନେଇ ବାହାର କରିବାର କାର୍ଯ୍ୟ
ଉଦାହରଣ : ଧୁମ୍ରପାନ ଶରୀର ପାଇଁ ହାନିକାରକ
ସମକକ୍ଷ : ଧୁମ୍ର ପାନ, ଧୁମ୍ର-ପାନ, ସ୍ମୋକିଙ୍ଗ୍
ଅନ୍ୟ ଭାଷାରେ ଅନୁବାଦ :हिन्दी English
नशे आदि के लिए तबाकू, सुरती आदि को सुलगाकर उसे बार-बार मुँह से खींचकर धुँआ मुँह में लेने और बाहर निकालने की क्रिया।
The act of smoking tobacco or other substances.
ଅର୍ଥ : ସୁଶ୍ରୁତଙ୍କ ଅନୁସାରେ କିଛି ବିଶିଷ୍ଟ ପ୍ରକାରର ଔଷଧଗୁଡିକର ଧୂଆଁ ଯାହାକୁ ନଳ ଦ୍ବାରା ରୋଗୀକୁ ସେବନ କରିବାକୁ ଦିଆଯାଉଥିଲା
ଉଦାହରଣ : ରୋଗୀର ଧୁମ-ପାନରେ ଅନେକ ଲାଭ ହୁଏ
ସମକକ୍ଷ : ଧୁମ ପାନ, ଧୁମ-ପାନ, ଧୁମପାନ, ଧୁମ୍ର ପାନ, ଧୁମ୍ର-ପାନ
ଅନ୍ୟ ଭାଷାରେ ଅନୁବାଦ :हिन्दी
सुश्रुत के अनुसार कुछ विशिष्ट प्रकार की औषधियों का धुआँ जो नल द्वारा रोगी को सेवन कराया जाता था।
ସଂସ୍ଥାପନ କରନ୍ତୁ