ଅର୍ଥ : ବଡ଼ଧରଣର ଆୟୋଜନ ବା ଅଧିକ ପ୍ରସ୍ତୁତି
ଉଦାହରଣ :
ମଙ୍ଗଳାର ବିବାହ ବଡ଼ ଧୁମଧାମରେ ହେଲା
ସମକକ୍ଷ : ଆଡ଼ମ୍ବର
ଅନ୍ୟ ଭାଷାରେ ଅନୁବାଦ :
भारी आयोजन या बहुत अधिक तैयारी।
मंगली की शादी बड़ी धूम-धाम से हुई।The quality of being magnificent or splendid or grand.
For magnificence and personal service there is the Queen's hotel.