ଅର୍ଥ : ବିଶେଷ କରି କୌଣସି ସାର୍ବଜନିକ ସ୍ଥାନରେ ଆରାମରେ ବା ଧୀରେଧୀରେ ବୁଲିବା କ୍ରିୟା
ଉଦାହରଣ :
ସେ ବଗିଚାରେ ବିଚରଣ କରୁଛି
ସମକକ୍ଷ : ବିଚରଣ
ଅନ୍ୟ ଭାଷାରେ ଅନୁବାଦ :
आराम से या धीरे-धीरे टहलने की क्रिया विशेषकर किसी सार्वजनिक स्थान में।
वह बाग़ में विहरण कर रहा है।