ଅର୍ଥ : ଭୂମି ଉପରେ ପଡ଼ିଥିବା ବା ପକାଯାଇଥିବା
ଉଦାହରଣ :
ସେ ଏକାଥରକେ ପ୍ରତିଦ୍ୱନ୍ଦୀକୁ ଧରାଶାୟୀ କରିଦେଲା
ସମକକ୍ଷ : ଭୂଲୁଣ୍ଠିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
ଉଦାହରଣ :
ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
ସମକକ୍ଷ : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଭଙ୍ଗା, ଭୁଷୁଡ଼ିପଡ଼ିଥିବା, ସ୍ଖଳିତ
ଅନ୍ୟ ଭାଷାରେ ଅନୁବାଦ :