ଅର୍ଥ : କୌଣସି ଜିନିଷକୁ ପିଟିଲେ ବା ଧକ୍କାଦେଲେ ପହଞ୍ଚୁଥିବା ଆଘାତ ଯାହାଦ୍ବାରା କିଛି ଭାଙ୍ଗିବା ବା କ୍ଷତିହେବାର ଆଶଙ୍କା ବା ସମ୍ଭାବନା ଥାଏ
ଉଦାହରଣ :
ଦର୍ପଣ ସମ୍ଭାଳିକରି ନିଅ ଯେପରି କେଉଁଠି ମାଡ ନ ଲାଗେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ବସ୍ତୁର ଅନ୍ୟ ଏକ ବସ୍ତୁସହିତ ବେଗପୂର୍ଣ୍ଣ ସ୍ପର୍ଶ
ଉଦାହରଣ :
ତାକୁ କାର ଧକ୍କା ହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦୁଇଟି ବସ୍ତୁ ବେଗପୂର୍ବକ ପରସ୍ପର ଆଘାତ ହେବାର ପ୍ରକ୍ରିୟା
ଉଦାହରଣ :
ବସ୍ ଏବଂ ଟ୍ରକର ଧକ୍କାରେ ଦଶ ଜଣ ଲୋକ ଆହତ ହେଲେ
ଅନ୍ୟ ଭାଷାରେ ଅନୁବାଦ :
An accident resulting from violent impact of a moving object.
Three passengers were killed in the collision.ଅର୍ଥ : ଆଘାତର ଲାକ୍ଷଣିକ ପ୍ରୟୋଗ
ଉଦାହରଣ :
ତା ବ୍ୟବହାରରେ ମୋ ସମ୍ମାନକୁ ଆଘାତ ଲାଗିଲା
ଅନ୍ୟ ଭାଷାରେ ଅନୁବାଦ :
A figurative injury (to your feelings or pride).
He feared that mentioning it might reopen the wound.ଅର୍ଥ : ମନକୁ ଲାଗିଥିବା ଆଘାତ
ଉଦାହରଣ :
ତାର କଥା ମୋତେ ଆଘାତ ଦେଲା
ସମକକ୍ଷ : ଆଘାତ, ମାନସିକ ଆଘାତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗାଡ଼ି ଆଦି ଚାଲୁଥିବା ଜିନିଷଗୁଡ଼ିକର ଦୋହଲିବା ବା ହଲିବାଦ୍ୱାରା ଲାଗୁଥିବା ଧକ୍କା
ଉଦାହରଣ :
ଗାଡ଼ି ଧକ୍କାରେ ସେ ସିଟରୁ ତଳକୁ ପଡ଼ିଗଲେ
ଅନ୍ୟ ଭାଷାରେ ଅନୁବାଦ :