ଅର୍ଥ : ଯେ ବର୍ତ୍ତମାନ କଣ କରିବେ ସ୍ଥିର କରିପାରନ୍ତି ନାହିଁ
ଉଦାହରଣ :
ଦ୍ୱିଧାଗ୍ରସ୍ତ ସ୍ଥିତିରେ ମନୁଷ୍ୟକୁ କିଛି ବି ବାଟ ଦିଶେନାହିଁ
ସମକକ୍ଷ : କିଂକର୍ତ୍ତବ୍ୟବିମୂଢ଼
ଅନ୍ୟ ଭାଷାରେ ଅନୁବାଦ :
जिसे यह न सूझ पड़े कि अब क्या करें।
दुविधाग्रस्त स्थिति में मनुष्य को कुछ भी नहीं सूझता।