ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେହାନ୍ତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେହାନ୍ତର   ବିଶେଷ୍ୟ

ଅର୍ଥ : ଆତ୍ମାର ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀରରେ ପ୍ରବେଶ କରିବାର କ୍ରିୟା

ଉଦାହରଣ : ହିନ୍ଦୁମାନେ ପୁନର୍ଜନ୍ମରେ ବିଶ୍ୱାସ କରନ୍ତି

ସମକକ୍ଷ : ଦେହାନ୍ତରଣ, ପୁନର୍ଜନ୍ମ


ଅନ୍ୟ ଭାଷାରେ ଅନୁବାଦ :

आत्मा के एक शरीर को छोड़कर दूसरे शरीर में प्रवेश करने की क्रिया।

हिंदू देहांतर में विश्वास करते हैं।
देहांतर, देहांतरण, देहान्तर, देहान्तरण

The passing of a soul into another body after death.

transmigration