ଅର୍ଥ : ଅର୍ଜୁନଙ୍କ ଶଙ୍ଖ
ଉଦାହରଣ :
ଅର୍ଜୁନ ଦେବଦତ୍ତ ଶଙ୍ଖ ବଜାଇ ଯୁଦ୍ଧ ଆରମ୍ଭ କରିବାପାଇଁ ଘୋଷଣା କଲେ
ସମକକ୍ଷ : ଦେବଦତ୍ତ ଶଙ୍ଖ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦେବତାଙ୍କୁ ଅର୍ପଣ କରାଯାଇଥିବା ବା ଦେବତାଙ୍କ ନିମିତ୍ତ ଦିଆଯାଇଥିବା ବସ୍ତୁ
ଉଦାହରଣ :
ଏହି ମନ୍ଦିରରେ ସଂଧ୍ୟାସୁଦ୍ଧା ଅନେକ ଦେବଦତ୍ତ ବସ୍ତୁ ଏକତ୍ର ହୋଇଯାଏ
ସମକକ୍ଷ : ଦେବଦତ୍ତ ବସ୍ତୁ
ଅନ୍ୟ ଭାଷାରେ ଅନୁବାଦ :
देवता को अर्पित की गई या देवता के निमित्त दी गई वस्तु।
इस मंदिर में शाम तक बहुत सारा देवदत्त एकत्र हो जाता है।ଅର୍ଥ : ଗୌତମବୁଦ୍ଧଙ୍କର ଜଣେ କକାପୁଅ ଭାଇ
ଉଦାହରଣ :
ଗୌତମ ଦେବଦତ୍ତଙ୍କ ତୀରରେ ଆହତ ହଂସର ପ୍ରାଣ ରକ୍ଷାକଲେ
ଅନ୍ୟ ଭାଷାରେ ଅନୁବାଦ :