ଅର୍ଥ : ନିଜ ପ୍ରତିଜ୍ଞାରେ ଦୃଢ଼ ରହୁଥିବା ଲୋକ
ଉଦାହରଣ :
ଦୃଢ଼ପ୍ରତିଜ୍ଞ ବ୍ୟକ୍ତି ଥରେ ପ୍ରତିଜ୍ଞା କଲେ ତାହାକୁ ପୂରା କରିକି ହିଁ ନିଶ୍ୱାସ ନିଏ
ସମକକ୍ଷ : ପ୍ରତିଜ୍ଞାବଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
अपनी प्रतिज्ञा पर दृढ़ रहनेवाला।
दृढ़प्रतिज्ञ व्यति एकबार जो प्रतिज्ञा कर लेता है उसे पूरा करके ही दम लेता है।