ଅର୍ଥ : ଅନ୍ଧ ହେବାର ଅବସ୍ଥା
ଉଦାହରଣ :
ସୁରଦାସଙ୍କର ରଚନାରେ ତାଙ୍କର ଦୃଷ୍ଟିହୀନତାର କୌଣସି ପ୍ରଭାବ ନାହିଁ
ସମକକ୍ଷ : ଅନ୍ଧତ୍ୱ, ନେତ୍ରହୀନତା
ଅନ୍ୟ ଭାଷାରେ ଅନୁବାଦ :
अंधा होने की अवस्था या भाव।
सूरदास की रचनाओं पर उनकी अंधता का कोई प्रभाव नहीं है।