ଅର୍ଥ : କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ
ଉଦାହରଣ :
ବେରୋଜଗାରୀ ଦେଶପାଇଁ ଏକ ବଡ଼ ସମସ୍ୟା ପ୍ରଥମେ ଏହି ସମସ୍ୟାକୁ ସମାଧାନ କର
ସମକକ୍ଷ :
ପ୍ରଶ୍ନ, ସଙ୍କଟ, ସମସ୍ୟା
ଅନ୍ୟ ଭାଷାରେ ଅନୁବାଦ :
A source of difficulty.
One trouble after another delayed the job.
What's the problem?.
problem,
trouble