ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦୁଷ୍ଟ ବା ଖରାପ ବ୍ୟକ୍ତି
ଉଦାହରଣ : ଦୁର୍ଜନ ସଂଗତିରୁ ଦୂରରେ ରୁହ
ସମକକ୍ଷ : ଖଳ, ଦୁରାତ୍ମା, ଦୁର୍ଜନ, ଦୁଷ୍ଟ, ପାଜୀ, ଶଠ, ହରାମି, ହାରାମଜାଦା
ଅନ୍ୟ ଭାଷାରେ ଅନୁବାଦ :हिन्दी English
दुष्ट या खोटा व्यक्ति।
A wicked or evil person. Someone who does evil deliberately.
ଅର୍ଥ : ଯେ ଦୁଷ୍ଟ ଓ ନୀଚ ପ୍ରକୃତିର
ଉଦାହରଣ : ଦୁରାତ୍ମା ରାବଣ ସୀତାଙ୍କୁ ହରଣ କରିଥିଲା
ସମକକ୍ଷ : ଦୁରାତ୍ମା, ଦୁଷ୍ଟମତିପାପମତି, ପାପବୁଦ୍ଧି
ଅନ୍ୟ ଭାଷାରେ ଅନୁବାଦ :हिन्दी
जो दुष्ट और नीच प्रकृति का हो।
ସଂସ୍ଥାପନ କରନ୍ତୁ