ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁର୍ଦ୍ଧର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁର୍ଦ୍ଧର   ବିଶେଷ୍ୟ

ଅର୍ଥ : ମହିଷାସୁରର ସେନାପତି ଥିବା ଜଣେ ରାକ୍ଷସ

ଉଦାହରଣ : ପୁରାଣରେ ଦୁର୍ଦ୍ଧରର ବର୍ଣ୍ଣନା ମିଳେ


ଅନ୍ୟ ଭାଷାରେ ଅନୁବାଦ :

एक राक्षस जो महिषासुर का सेनापति था।

दुर्द्धर का वर्णन पुराणों में मिलता है।
दुर्द्धर

ଅର୍ଥ : ରାବଣର ସେନାରେ ଥିବା ଜଣେ ରାକ୍ଷସ

ଉଦାହରଣ : ରାମାୟଣରେ ଦୁର୍ଦ୍ଧରର ବର୍ଣ୍ଣନା ମିଳେ


ଅନ୍ୟ ଭାଷାରେ ଅନୁବାଦ :

एक राक्षस जो रावण की सेना में था।

दुर्द्धर का वर्णन रामायण में मिलता है।
दुर्द्धर

ଅର୍ଥ : ଧୃତରାଷ୍ଟ୍ରଙ୍କ ଶହେ ପୁତ୍ରମାନଙ୍କ ମଧ୍ୟରୁ ଜଣେ

ଉଦାହରଣ : ମହାଭାରତରେ ଦୁର୍ଦ୍ଧରଙ୍କ ବର୍ଣ୍ଣନା ମିଳେ


ଅନ୍ୟ ଭାଷାରେ ଅନୁବାଦ :

धृतराष्ट्र के सौ पुत्रों में से एक।

दुर्द्धर का वर्णन महाभारत में मिलता है।
दुर्द्धर, दुर्धर

An imaginary being of myth or fable.

mythical being