ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନବଯୌବନାର ବୃଦ୍ଧିପାଉଥିବା ସ୍ତନ
ଉଦାହରଣ : ବକ୍ଷୋଜ ଉପରେ ଉତ୍ତରୀ ଢାଙ୍କିବାପାଇଁ ମାଆ ଝିଅକୁ ପରାମର୍ଶ ଦେଲେ
ସମକକ୍ଷ : ଉରୋଜ, ଥନ, ବକ୍ଷୋଜ, ସ୍ତନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
नव यौवना के उभरते हुए स्तन।
The small projection of a mammary gland.
ଅର୍ଥ : ଶସ୍ୟର କଞ୍ଚା ବା ସବୁଜ ମଞ୍ଜିର ରସ ଯାହା ଧଳା ହୋଇଥାଏ
ଉଦାହରଣ : କଞ୍ଚା ମକା, ଗହମ ଆଦି ଛେଚିଲେ ସେଥିରୁ କ୍ଷୀର ବାହାରେ
ସମକକ୍ଷ : କ୍ଷୀର
अनाज के हरे या कच्चे बीजों का रस जो सफेद होता है।
Any of several nutritive milklike liquids.
ଅର୍ଥ : ସେହି ଧଳା ତରଳ ପଦାର୍ଥ ଯାହା ମାଈ ସ୍ତନ୍ୟପାୟୀ ପ୍ରାଣୀର ସ୍ତନରୁ ବାହାରେ
ଉଦାହରଣ : ପିଲାଙ୍କ ନିମନ୍ତେ ମାଆ ଦୁଧ ସର୍ବୋତ୍ତମ ଆହାର
ସମକକ୍ଷ : କ୍ଷୀର, ପୟ
वह सफेद तरल पदार्थ जो स्तनपायी जीवों की मादा के स्तनों से निकलता है।
A white nutritious liquid secreted by mammals and used as food by human beings.
ଅର୍ଥ : ଯୁବତୀର ସ୍ତନ
ଉଦାହରଣ : ଜଣେ ହୀନମତି ବ୍ୟକ୍ତି ରାସ୍ତାରେ ଚାଲୁଥିବା ତରୁଣୀଟିର ସ୍ତନକୁ ଭଲକରି ଦେଖୁଥିଲା
ସମକକ୍ଷ : ଉରଜ, କୁଚ, ଥନ, ପୟୋଧର, ସ୍ତନ
जवान स्त्री के स्तन।
Either of two soft fleshy milk-secreting glandular organs on the chest of a woman.
ସଂସ୍ଥାପନ କରନ୍ତୁ