ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଗାଡ଼ିରେ ଦୁଇଟି ଚକ ଥାଏ
ଉଦାହରଣ : ନେତାଜୀ ଦୁଇଚକିଆ ଗାଡ଼ିରେ ହିଁ ଗାଁଆ ଆଡ଼କୁ ବୁଲି ବାହାରିଲେ
ସମକକ୍ଷ : ଦୁଇଚକିଆ ଗାଡ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह गाड़ी जिसमें दो पहिए हों।
A motor vehicle with two wheels and a strong frame.
ଅର୍ଥ : ଦୁଇ ଚକ ବା ଦୁଇ ଚକ ସହ ସମ୍ବନ୍ଧିତ
ଉଦାହରଣ : ସାଇକେଲ୍ ଗୋଟିଏ ଦୁଇଚକିଆ ଗାଡ଼ି
ସମକକ୍ଷ : ଦିଚକିଆ
दो पहिए का या दो पहिए से संबंधित।
Of or relating to vehicles with two wheels.
ସଂସ୍ଥାପନ କରନ୍ତୁ