ଅର୍ଥ : ଯାହା ଦୁଃଖରେ ଭରା
ଉଦାହରଣ :
ହିନ୍ଦୁ ବିଧବାର ଜୀବନ ଦୁଃଖମୟ
ସମକକ୍ଷ : କଷ୍ଟପୂର୍ଣ୍ଣ୍, କଷ୍ଟଭରା, ଦୁଃଖପୂର୍ଣ୍ଣ, ଦୁଃଖଭରା, ଦୁଃଖମୟ
ଅନ୍ୟ ଭାଷାରେ ଅନୁବାଦ :
Causing or marked by grief or anguish.
A grievous loss.ଅର୍ଥ : ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା
ଉଦାହରଣ :
ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
ସମକକ୍ଷ : କଷ୍ଟଦାୟକ, କଷ୍ଟଦାୟୀ, ଦୁଃଖକର, ଦୁଃଖକାରକ, ଦୁଃଖଦାୟକ, ଦୁଃଖଦାୟୀ, ଦୁଃଖପ୍ରଦ
ଅନ୍ୟ ଭାଷାରେ ଅନୁବାଦ :
Causing physical discomfort.
Bites of black flies are more than irritating; they can be very painful.