ଅର୍ଥ : ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା
ଉଦାହରଣ :
ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
ସମକକ୍ଷ : କଷ୍ଟଦାୟକ, କଷ୍ଟଦାୟୀ, ଦୁଃଖକାରକ, ଦୁଃଖଦ, ଦୁଃଖଦାୟକ, ଦୁଃଖଦାୟୀ, ଦୁଃଖପ୍ରଦ
ଅନ୍ୟ ଭାଷାରେ ଅନୁବାଦ :
Causing physical discomfort.
Bites of black flies are more than irritating; they can be very painful.