ଅର୍ଥ : ଦିନମଜୁରିଆ କାମକରୁଥିବା ବ୍ୟକ୍ତି
ଉଦାହରଣ :
ସେହି ଗରିବ ଦିନମଜୁରିଆକୁ କମ୍ପଜ୍ୱର ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
दिहाड़ी पर काम करने वाला व्यक्ति।
उस गरीब दिहाड़ीदार को तपेदिक हो गया है।ଅର୍ଥ : ଦୈନିକ ମଜୁରିରେ କାମ କରୁଥିବା ଲୋକ
ଉଦାହରଣ :
ଦିନମଜୁରିଆ କର୍ମଚାରିମାନଙ୍କୁ ବହୁଳ ଭବେ ସରକାରଙ୍କଦ୍ୱାରା ନିର୍ଦ୍ଦାରିତ ପାରିଶ୍ରମିକ ଦିଆ ଯାଉନାହିଁ
ଅନ୍ୟ ଭାଷାରେ ଅନୁବାଦ :
दिहाड़ी पर काम करने वाला।
दिहाड़ीदार कर्मचारियों को अधिकतर सरकार द्वारा नियत पारिश्रमिक नहीं दिया जाता है।