ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଥୋଡ଼ି ଉପରେ ବଢ଼ିଥିବା ବାଳ
ଉଦାହରଣ : ଅଧିକାଂଶ ସାଧୁ ମହରାଜ ଲମ୍ବା ଦାଢ଼ୀ ରଖିଥାନ୍ତି
ସମକକ୍ଷ : ଶ୍ମଶ୍ରୁ
ଅନ୍ୟ ଭାଷାରେ ଅନୁବାଦ :हिन्दी English
ठोढ़ी पर उगनेवाले बाल।
The hair growing on the lower part of a man's face.
ଅର୍ଥ : ଓଠ ତଳର ଗୋଲହୋଇ ତଳୁ ଉପରକୁ ଉଠି ଥିବା ଭାଗ
ଉଦାହରଣ : ତା ଥୋଡ଼ି ଉପରେ କଟା ଦାଗ ଅଛି
ସମକକ୍ଷ : ଚିବୁକ, ଥୋଡ଼ି, ହନୁ
ओठों के नीचे का गोलाई लिए हुए उभरा हुआ भाग।
The protruding part of the lower jaw.
ସଂସ୍ଥାପନ କରନ୍ତୁ