ଅର୍ଥ : ଯେଉଁ ପତଳା କାଠିଦ୍ୱାରା ଦାନ୍ତ ଖୋଳାଯାଏ
ଉଦାହରଣ :
ଜେଜେ ଖାଇସାରିବା ପରେ ଦାନ୍ତଖୁଣ୍ଟାରେ ଦାନ୍ତ ଖୋଳନ୍ତି
ସମକକ୍ଷ : ଦାନ୍ତଖଡ଼ିକା
ଅନ୍ୟ ଭାଷାରେ ଅନୁବାଦ :
वह पतली सींक जिससे दाँत खोदा जाता है।
दादाजी भोजन करने के बाद दँतखोदनी से दाँत खोदते हैं।Pick consisting of a small strip of wood or plastic. Used to pick food from between the teeth.
toothpick