ଅର୍ଥ : ଯେଉଁ ବଡ଼ ଓ ପ୍ରସିଦ୍ଧ ଚୋରର ବିଶେଷ ଉଲ୍ଲେଖ ପୁଲିସ ରେକର୍ଡ଼ରୁ ମିଳିଥାଏ
ଉଦାହରଣ :
ସଂଗ୍ରାମ ସିଂହ ଦାଗୀ ଚୋର, ପୁଲିସ ତାପାଇଁ ପଚିଶ ହଜାର ଟଙ୍କାର ପୁରସ୍କାର ରଖିଛନ୍ତି
ସମକକ୍ଷ : ନଂବରୀ ଚୋର
ଅନ୍ୟ ଭାଷାରେ ଅନୁବାଦ :
वह बहुत बड़ा और प्रसिद्ध चोर जिसका पुलिस के अभिलेखों में विशेष रूप से उल्लेख होता है।
संग्राम सिंह नंबरी चोर है,पुलिस ने उस पर पच्चीस हजार का इनाम रखा है।