ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଶମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଶମୀ   ବିଶେଷ୍ୟ

ଅର୍ଥ : ଚାନ୍ଦ୍ର ମାସର କୌଣସି ପକ୍ଷର ଦଶମ ତିଥି

ଉଦାହରଣ : ଆଶ୍ୱିନ ଶୁକ୍ଳ ଦଶମୀରେ ବିଜୟାଦଶମୀ ପର୍ବ ସମଗ୍ର ଭାରତରେ ଧୂମଧାମ୍‌ରେ ପାଳନ କରାଯାଏ

ସମକକ୍ଷ : ଦଶମୀ ତିଥି


ଅନ୍ୟ ଭାଷାରେ ଅନୁବାଦ :

चान्द्र मास के किसी पक्ष की दसवीं तिथि।

आश्विन शुक्ल दशमी को विजयादशमी का पर्व पूरे भारत में धूम धाम से मनाया जाता है।
दशमी, दशमी तिथि, दसमी

An amount of time.

A time period of 30 years.
Hastened the period of time of his recovery.
Picasso's blue period.
period, period of time, time period

ଦଶମୀ   ବିଶେଷଣ

ଅର୍ଥ : ଯାହାର ଦଶଦିନ ହେଲା ପିଲା ଜନ୍ମ ହୋଇଛି(ଗାଈ)

ଉଦାହରଣ : ଦଶମୀ ଗାଈର ଦୁଧ ଧଳା ହୁଏ, ଏହାପୂର୍ବରୁ ତାହା ଅଳ୍ପ ହଳଦିଆ ରଙ୍ଗର ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

जिसको बच्चा दिए दस दिन हुए हों (गाय)।

अनिर्दशा गाय का दूध सफेद होता है जबकि इसके पूर्व वह थोड़ा पीलापन लिए रहता है।
अनिर्दशा