ଅର୍ଥ : ଦର୍ଶକ ସମୂହ
ଉଦାହରଣ :
ନାଟକ ଆରମ୍ଭ ହେବାରେ ଦର୍ଶକଗଣ ମଧ୍ୟରୁ କେତେକ ବାହାରକୁ ଚାଲିଗଲେ
ସମକକ୍ଷ : ଦର୍ଶକଗଣ, ଦର୍ଶକମଣ୍ଡଳୀ
ଅନ୍ୟ ଭାଷାରେ ଅନୁବାଦ :
* दर्शकों का समूह।
नाटक शुरू होते ही दर्शकगण में से कई उठकर बाहर चले गए।A gathering of spectators or listeners at a (usually public) performance.
The audience applauded.