ଅର୍ଥ : ପ୍ରତି ମାସରେ ମିଳୁଥିବା ବେତନ
ଉଦାହରଣ :
ଅରୁଣଙ୍କୁ ମାସିକ ବେତନ ଦଶ ହଜାର ମିଳୁଛି
ସମକକ୍ଷ : ମାସିକ ଦରମା, ମାସିକ ବେତନ
ଅନ୍ୟ ଭାଷାରେ ଅନୁବାଦ :
प्रति मास मिलनेवाला वेतन।
अरुण को दस हज़ार मासिक वेतन मिलता है।ଅର୍ଥ : କୌଣସି କାମ କରିବା ବଦଳରେ ଏକ ନିର୍ଦ୍ଦିଷ୍ଟ ଅବଧିରେ ଦିଆଯାଉଥିବା ଧନ
ଉଦାହରଣ :
ସେ ବହୁତ କମ ଦରମାରେ କାମ କରୁଛି
ଅନ୍ୟ ଭାଷାରେ ଅନୁବାଦ :
Something that remunerates.
Wages were paid by check.