ଅର୍ଥ : ଯାହା କାମରେ ଲାଗେ ବା ଯାହାର ଉପଯୋଗ କରାଯାଏ
ଉଦାହରଣ :
ଗୁଡ଼ିଆ ମିଠେଇ ତିଆରିପାଇଁ ଆବଶ୍ୟକ ଜିନିଷର ତାଲିକା କଲା
ସମକକ୍ଷ : ଆବଶ୍ୟକ, ଆବଶ୍ୟକୀୟ, ଉପଯୋଗୀ, ବ୍ୟବହୃତ
ଅନ୍ୟ ଭାଷାରେ ଅନୁବାଦ :
जो काम में लाया गया हो या जिसका उपयोग किया गया हो।
हलवाई ने मिठाई में प्रयुक्त चीज़ों की सूची बनाई।