ଅର୍ଥ : ଯେଉଁ ଭୀଷଣ ଉପଦ୍ରବର ଉଦ୍ଦେଶ୍ୟ ରାଜ୍ୟ ପ୍ରତି ଅନିଷ୍ଟ କରିବା ଓ କ୍ଷତି ଘଟାଇବା
ଉଦାହରଣ :
ମଙ୍ଗଳ ପାଣ୍ଡେଙ୍କ ଇଂରେଜମାନଙ୍କ ବିରୋଧରେ ଥିବା ବିଦ୍ରୋହ ବହୁତ ଦୃଢ଼ ଥିଲା
ସମକକ୍ଷ : ଆନ୍ଦୋଳନ, ଉପଦ୍ରବ, ବିଦ୍ରୋହ, ବିପ୍ଳବ, ବିରୋଧ
ଅନ୍ୟ ଭାଷାରେ ଅନୁବାଦ :
Organized opposition to authority. A conflict in which one faction tries to wrest control from another.
insurrection, rebellion, revolt, rising, uprisingଅର୍ଥ : ବଳ ପ୍ରୟୋଗଦ୍ୱାରା ବିରୋଧ, ଉପଦ୍ରବ, ବିଦ୍ରୋହଆଦିକୁ ଦମନ କରିବାର କ୍ରିୟା
ଉଦାହରଣ :
ଇଂରେଜମାନେ ବାରମ୍ବାର ପରାଧୀନ ଭାରତୀୟମାନଙ୍କର ବିରୋଧକୁ ଦମନ କରିଥିଲେ
ଅନ୍ୟ ଭାଷାରେ ଅନୁବାଦ :