ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମୋଟା ରଜ୍ଜୁ
ଉଦାହରଣ : ସେ ଦଉଡ଼ି ଧରି କୂଅ ଭିତରକୁ ପଶିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
मोटी रस्सी।
A very strong thick rope made of twisted hemp or steel wire.
ଅର୍ଥ : କୂଅରୁ ପାଣି ବାହାର କରିବା ରସି
ଉଦାହରଣ : କୂଅରୁ ପାଣି ବାହାର କରିବା ସମୟରେ ଦଉଡ଼ି ହାତରୁ ଖସିଯାଇ କୂଅରେ ପଡ଼ିଗଲା
ସମକକ୍ଷ : ବରେତା
ଅନ୍ୟ ଭାଷାରେ ଅନୁବାଦ :हिन्दी
सन का मोटा रस्सा।
ଅର୍ଥ : କୂଅରୁ ପାଣି କାଢ଼ିବା ଲାଗି ବ୍ୟବହୃତ ହେଉଥିବା ରସି
ଉଦାହରଣ : ଦଉଡ଼ି ଛିଡିଯିବାରୁ ଗରା କୂଅରେ ଗଳିପଡ଼ିଲା
वह रस्सी जिसकी सहायता से कुएँ आदि से पानी निकाला जाता है।
ଅର୍ଥ : ବହୁତ ମୋଟା ରସି ବା ମୋଟା ବରହୀ
ଉଦାହରଣ : ଗାଁଲୋକେ ଚୋରକୁ ଦଉଡ଼ିରେ ବାନ୍ଧିଦେଲେ
ସମକକ୍ଷ : ବରହା
बहुत ही मोटी रस्सी या मोटी बरही।
ସଂସ୍ଥାପନ କରନ୍ତୁ