ଅର୍ଥ : ଯେଉଁ ବର୍ଣ୍ଣର ଉଚ୍ଚାରଣ ଦାନ୍ତ ସହାୟତାରେ ହୋଇଥାଏ
ଉଦାହରଣ :
ତ ବର୍ଗର ପ୍ରତ୍ୟେକ ବର୍ଣ୍ଣ ଦନ୍ତ୍ୟ
ସମକକ୍ଷ : ଦଂତ୍ୟ, ଦନ୍ତ୍ୟ, ଦନ୍ତ୍ୟ ବର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :
वह वर्ण जिसका उच्चारण दाँतों की सहायता से होता है।
तवर्ग के सभी वर्ण दंत्य हैं।