ଅର୍ଥ : ଯେଉଁ ସ୍ଥାନ ବା ଗୃହରେ ନାଟକ ଅଭିନୀତ ହୁଏ
ଉଦାହରଣ :
ରଙ୍ଗମଂଚରେ ଆଜି ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ରଙ୍କ ନାଟକ ହେଉଛି
ସମକକ୍ଷ : ନାଟ୍ୟ ନିକେତନ, ନାଟ୍ୟଗୃହ, ନାଟ୍ୟମନ୍ଦିର, ନାଟ୍ୟଶାଳା, ରଙ୍ଗମଂଚ, ରଙ୍ଗାଳୟ
ଅନ୍ୟ ଭାଷାରେ ଅନୁବାଦ :
वह स्थान या घर जहाँ नाटक होता है।
नाट्यशाला में आज सत्यवादी राजा हरिश्चंद्र का नाटक होने वाला है।