ଅର୍ଥ : ଯେଉଁଠି ଦୁଇ ବା ଦୁଇରୁ ଅଧିକ ନଦୀର ମିଳନ ହୋଇଛି
ଉଦାହରଣ :
ପ୍ରୟାଗଠାରେ ଗଂଗା, ଯମୁନା, ଓ ସରସ୍ୱତୀର ସଂଗମ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
A place where things merge or flow together (especially rivers).
Pittsburgh is located at the confluence of the Allegheny and Monongahela rivers.