ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସବୁଆଡ଼େ ଘଷିଘଷି ଲଗାଇବାର କ୍ରିୟା
ଉଦାହରଣ : ସେ ତେଲମାଲିସ ପରେ ହିଁ ଗାଧାନ୍ତି
ସମକକ୍ଷ : ତେଲମାଲିସ
ଅନ୍ୟ ଭାଷାରେ ଅନୁବାଦ :हिन्दी English
चारों ओर तथा मल-मलकर लगाने की क्रिया।
Kneading and rubbing parts of the body to increase circulation and promote relaxation.
ଅର୍ଥ : ତେଲ ଘଷା
ଉଦାହରଣ : ତୈଳମର୍ଦ୍ଦନ ଶରୀରକୁ ସବଳ କରି ରଖିବାରେ ସହାୟକ ହୋଇଥାଏ
ସମକକ୍ଷ : ତେଲଘଷା, ତେଲମାଲିସ
ଅନ୍ୟ ଭାଷାରେ ଅନୁବାଦ :हिन्दी
तेल की मालिश।
ଅର୍ଥ : ତେଲ ଲଗାଇବାର କ୍ରିୟା
ଉଦାହରଣ : ରମେଶ ଖରାରେ ବସି ତୈଳମର୍ଦ୍ଦନ କରୁଛି
ସମକକ୍ଷ : ତେଲ ଲଗାଇବା, ତେଲମାଲିସ
तेल लगाने की क्रिया।
ସଂସ୍ଥାପନ କରନ୍ତୁ