ଅର୍ଥ : ଅତି ଶୀଘ୍ରରେ
ଉଦାହରଣ :
ଚଞ୍ଚଳ ଏହି କାମ କରିଦିଅ
ସମକକ୍ଷ : ଅତିଶୀଘ୍ର, ଚଞ୍ଚଳ, ଚଟାପଟ୍, ଜଲ୍ଦି
ଅନ୍ୟ ଭାଷାରେ ଅନୁବାଦ :
अति शीघ्रता से।
झटपट यह काम कर दो।ଅର୍ଥ : ଅତିଶୀଘ୍ର
ଉଦାହରଣ :
ସ୍କୁଲ ପାଠପଢ଼ା ଶୀଘ୍ର କରିଦେବୁତ ମୁଁ ତୋତେ ବୁଲାଇବାକୁ ନେଇଯିବି
ଅନ୍ୟ ଭାଷାରେ ଅନୁବାଦ :
शीघ्रता से या बिना विलम्ब किए।
कक्षा कार्य जल्दी करोगे तो मैं तुम्हें घुमाने ले जाऊँगी।ଅର୍ଥ : ଯେଉଁଥିରେ ବିଳମ୍ବ ହୁଏନାହିଁ
ଉଦାହରଣ :
ତୁରନ୍ତ କଥାବାର୍ତ୍ତାମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଇ ପାରିବ
ସମକକ୍ଷ : ଅବିଳମ୍ବ, ତ୍ୱରିତ, ଶୀଘ୍ର
ଅନ୍ୟ ଭାଷାରେ ଅନୁବାଦ :
Performed with little or no delay.
An immediate reply to my letter.