ଅର୍ଥ : ତେଜ ବା ପ୍ରଖର
ଉଦାହରଣ :
ଏହି କାମ କରିବା ନିମନ୍ତେ ତୀକ୍ଷ୍ଣ ବୁଦ୍ଧିର ଆବଶ୍ୟକତା ରହିଛି
ସମକକ୍ଷ : ଉଗ୍ର, ତୀବ୍ର, ତେଜ, ପ୍ରଖର, ଶାଣିତ
ଅନ୍ୟ ଭାଷାରେ ଅନୁବାଦ :
Having or demonstrating ability to recognize or draw fine distinctions.
An acute observer of politics and politicians.ଅର୍ଥ : ବହୁତ ଧାର ଥିବା
ଉଦାହରଣ :
ଚାକର ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାଲିକକୁ ହତ୍ୟା କଲା
ସମକକ୍ଷ : ଧାରୁଆ
ଅନ୍ୟ ଭାଷାରେ ଅନୁବାଦ :