ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତିନିଗୁଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତିନିଗୁଣା   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁର ପରିମାଣର ଆଉ ଦୁଇଗୁଣ ଅଧିକ

ଉଦାହରଣ : ତିନିର ତିନିଗୁଣା ନ ହୁଏ


ଅନ୍ୟ ଭାଷାରେ ଅନୁବାଦ :

किसी वस्तु आदि की मात्रा से उतनी दो बार और अधिक मात्रा जितनी की वह हो।

तीन का तीनगुना नौ होता है।
तिगुना, तीन गुना, तीनगुना

A quantity that is three times as great as another.

triple

ତିନିଗୁଣା   ବିଶେଷଣ

ଅର୍ଥ : କୌଣସି ଜିନିଷର ପରିମାଣର ଆଉ ଦୁଇଗୁଣ ଅଧିକ

ଉଦାହରଣ : ପ୍ରତିବର୍ଷ ଅପେକ୍ଷା ଏବର୍ଷ ତିନିଗୁଣା ଅଧିକ ଶସ୍ୟ ଉତ୍ପାଦନ ହୋଇଛି


ଅନ୍ୟ ଭାଷାରେ ଅନୁବାଦ :

जितना हो उससे उतना दो बार और अधिक।

प्रत्येक वर्ष की अपेक्षा इस वर्ष तिगुना अन्न पैदा हुआ है।
तिगुना, तीन गुना, तीनगुना

Three times as great or many.

A claim for treble (or triple) damages.
A threefold increase.
three-fold, threefold, treble, triple