ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାର ସୁନ୍ଦର ପର ଥିବା ପକ୍ଷୀ
ଉଦାହରଣ : ପଦଶବ୍ଦ ଶୁଣିବା କ୍ଷଣି ତିତ୍ତିର ଉଡ଼ି ଗଲା
ସମକକ୍ଷ : ତିତ୍ତିରି
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार का सुंदर परों वाला पक्षी।
ଅର୍ଥ : ଗୋଟିଏ ପକ୍ଷୀ ଯାହାକୁ ଲଢ଼ାଇ ନିମନ୍ତେ ଏବଂ ମାଂସ ପାଇଁ ପୋଷାଯାଏ
ଉଦାହରଣ : ଆମେ ମେଳାରେ ତିତ୍ତିର ଲଢ଼େଇକୁ ଉପଭୋଗ କଲୁ
ସମକକ୍ଷ : କପିଞ୍ଜଳ, ତିତିର, ତିତ୍ତିରି
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक पक्षी जो लड़ाने के लिए और मांस के लिए पाला जाता है।
Heavy-bodied small-winged South American game bird resembling a gallinaceous bird but related to the ratite birds.
ଅର୍ଥ : ଏକ ପ୍ରକାର ବଟେର ପକ୍ଷୀ
ଉଦାହରଣ : ତିତ୍ତିର ପକ୍ଷୀ ବାଦାମୀ ରଙ୍ଗର
ସମକକ୍ଷ : ତିତିରି, ତିତ୍ତିରି
एक प्रकार की बटेर।
Brown-speckled European lark noted for singing while hovering at a great height.
ସଂସ୍ଥାପନ କରନ୍ତୁ