ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଳସେଚନ କରିବାର ଉପକରଣରେ ଥିବା ଢେଁକୁଲି ନାମକ ଯେଉଁ ପାତ୍ର ଦ୍ୱାରା କୂଅରୁ ପାଣି କଢ଼ାଯାଏ
ଉଦାହରଣ : ଢେଁକୁଲି ଦଉଡ଼ିରୁ ଛିଣ୍ଡିଯାଇ କୂଅରେ ପଡ଼ିଗଲା
ସମକକ୍ଷ : ଢେଁକୁଲି, ଢେକୁଲି, ଢେଙ୍କଲି, ଢେଙ୍କୁଲି, ପାଣି ସିଞ୍ଚିବା ଯନ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी
ढेंकुली नामक सिंचाई के साधन में का वह पात्र जिससे कुएँ आदि से पानी निकाला जाता है।
ଅର୍ଥ : ଜଳସେଚନ ପାଇଁ କୂଅ ଆଦି ଉପରେ ତିଆରି ହୋଇଥିବା ଏକ ଉପକରଣ ଯେଉଁଥିରେ ଦଉଡ଼ି ଲାଗିଥିବା ଏକ ପାତ୍ର ବାଉଁଶରେ ବନ୍ଧା ଯାଇଥାଏ ଏବଂ ଯାହାକୁ ବୁଡ଼ାଇ ପାଣି କଢ଼ାଯାଏ
ଉଦାହରଣ : କୃଷକ ଢେଙ୍କୁଲି ଚଳାଉଛି
ସମକକ୍ଷ : ଢେଂକୁଲି, ଢେଙ୍କଲି, ଢେଙ୍କୁଲି
सिंचाई के लिए कुएँ आदि पर बनाया गया वह साधन जिसमें रस्सी लगा एक पात्र बाँस में बंधा रहता है और जिसको डुबका कर पानी निकालते हैं।
ସଂସ୍ଥାପନ କରନ୍ତୁ